ନୋ ପାର୍କିଂ ଜୋନ୍‌ରେ ପାର୍କିଂ: ବିନା ରସିଦ୍‌ରେ ଫି’ ଆଦାୟ

ବିଏମ୍‌ସି ଓ ପୁଲିସ ନିୟମକୁ ପାର୍କିଂ ଠିକାସଂସ୍ଥାର ଫୁ’ ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଯେତେ ପଦକ୍ଷେପ ନିଆଗଲେ ବି ଫଳ ଶୂନ। ବିଶେଷକରି ପାର୍କିଂ ବ୍ୟବସ୍ଥା‌ରେ କିଛି ବି ସୁଧାର ଆସିବା‌ ପରିଲକ୍ଷିତ ହେଉନାହିଁ। ଏବେ ପାର୍କିଂ ଠିକାସଂସ୍ଥାମାନେ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ପାର୍କିଂ ନିୟମକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ନୋ ପାର୍କିଂ ଜୋନ୍‌ରେ ପାର୍କିଂ … Continue reading ନୋ ପାର୍କିଂ ଜୋନ୍‌ରେ ପାର୍କିଂ: ବିନା ରସିଦ୍‌ରେ ଫି’ ଆଦାୟ